2 977 342 електронни книги на 111 езика
Не ви допада? Няма проблеми! Можете да върнете стоките до 30 дни
Няма да сбъркате с подаръчен ваучер. Получателят може да избере нещо от нашия асортимент с подаръчен ваучер.
До 30 дни за връщане на стоки
କଥା ସମ୍ରାଟ ଫକୀରମୋହନୋତ୍ତର ଓଡ଼ିଆ ଗଳ୍ପ ସାହିତ୍ୟ ଜଗତର ଅପ୍ରତିଦ୍ୱନ୍ଦ୍ୱୀ, ଅନୁପମ ବିନ୍ଧାଣି ସୁରେନ୍ଦ୍ର ମହାନ୍ତି । ସେଇ ମୂର୍ଦ୍ଧନ୍ୟ ସ୍ରଷ୍ଟାଙ୍କର ନିର୍ବାଚିତ ୨୬ ଗୋଟି ଗଳ୍ପ ଉପରେ ଆଧାରିତ ଡ. ସେଣଙ୍କର ଏକ ଭିନ୍ନ ସ୍ୱାଦର ଦ୍ୱାଦଶ ସମୀକ୍ଷା ପୁସ୍ତକ 'ଭାବ ଓ ଭାଷାର ସମ୍ରାଟ ସୁରେନ୍ଦ୍ର' । ଆଲୋଚିତ ପ୍ରତିଟି ଗଳ୍ପର ଭାଷା ବିଭବ ସହ ଭାବ ବିଳାସର ଚାତୁର୍ୟ୍ୟପୂର୍ଣ୍ଣ ଚିତ୍ରାୟନ ପୁସ୍ତକଟିର ଅନନ୍ୟ ଆକର୍ଷଣ । ବିପୁଳ ପାଠକୀୟ ଶ୍ରଦ୍ଧାଲାଭ କଲେ ଶ୍ରମ ସାର୍ଥକ ହେବ ।
Здравейте! Аз съм Libroamiko, вашият книжен съветник.
Как мога да ви помогна?