Не ви допада? Няма проблеми! Можете да върнете стоките до 30 дни
Няма да сбъркате с подаръчен ваучер. Получателят може да избере нещо от нашия асортимент с подаръчен ваучер.
До 30 дни за връщане на стоки
'ଏ ଜୀବ ଭ୍ରମେ ଅକାରଣେ' କୈଳାସ ପାଣିଗ୍ରାହୀଙ୍କ ଦ୍ୱିତୀୟ ପ୍ରକାଶିତ ନାଟ୍ୟଗ୍ରନ୍ଥ। ୧୯୯୩ ରେ ମଂଚସ୍ଥ ଏଇ ନାଟକଟି ୩୨ବର୍ଷ ପରେ ମୁଦ୍ରିତ ହେବାକୁ ଯାଉଛି।
'ଏ ଜୀବନ ଭ୍ରମେ ଅକାରଣେ' ସାଧାରଣ ନିମ୍ନ ବର୍ଗର ମଣିଷ ମାନଙ୍କର ଜୀବଯାତ୍ରାର ସ୍ଥାନାନ୍ତର ଓ କାଳାନ୍ତରକୁ ବାସ୍ତବବାଦୀ ଶୈଳୀରେ ନାଟ୍ୟାୟିତ କରିଛି। ଏହାର ନିର୍ଦ୍ଦେଶନା, ଅଭିନୟ ଓ ଉପସ୍ଥାପନା ପାଇଁ ଲୋକନାଟକ ଉତ୍ସବର ବିଚାରକମାନେ "ରଂଗମଂଚ" ରାଉରକେଲା ପୁରସ୍କାର ପାଇଛି। ଆଶା କରୁଛୁ, ପ୍ରକାଶିତ ନାଟକ ରୂପରେ ଏହା ଓଡ଼ିଆ ନାଟ୍ୟ ଭଣ୍ଡାରକୁ ସମୃଦ୍ଧ କରିବ। ଏପରି ନାଟକ ମାଧ୍ୟମରେ ସମାଜର ଅବହେଳିତ ସାଧାରଣ ମଣିଷ ମାନେ ମଂଚ ଉପରେ ଠିଆ ହୋଇ ନାୟକ ହୁଅନ୍ତି। --ରମେଶ ପ୍ରସାଦ ପାଣିଗ୍ରାହୀ, ରସୁଲଗଡ଼, ଭୁବନେଶ୍ୱର
Здравейте! Аз съм Libroamiko, вашият книжен съветник.
Как мога да ви помогна?